ଭୁବନେଶ୍ୱର: ଚମ୍ପୁଆ ନିଶ୍ଚିତକୋଇଲି କୋଚିଂ ସେଣ୍ଟରରେ ସର୍ପଦଂଶନ ୩ ମୃତ୍ୟୁ ଘଟଣା । ରାଜ୍ୟ ସରକାରଙ୍କ ୫ଟି ବ୍ୟବସ୍ଥାକୁ ନେଇ ପ୍ରଶ୍ନ କଲେ ମୋହନ ମାଝୀ । ୧୫ବର୍ଷ ହେବ ଖୋଲିଲାଣି,ପଞ୍ଚୀକୃତ ହୋଇଛି? ହଷ୍ଟେଲରେ ପିଲା ରହିବା ପାଇଁ ଅନୁମତି ଦିଆଯାଇଥିଲା କି? ତେବେ କେଉଁ ସରକାରୀ ଅଧିକାରୀ ପ୍ରୋତ୍ସାହନରେ ଚାଲିଥିଲା ସେଣ୍ଟର । ଏମିତି ଅନେକ କୋଚିଂ ସେଣ୍ଟର ଚାଲିଛି,ସରକାର କରୁଛନ୍ତି କଣ ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝୀ । ଯଦି ୫ଟି ସ୍କୁଲରେ ପଢା ହେଉଛି, ଘରୋଇ କୋଚିଂରେ ପଢୁଛନ୍ତି କାହିଁକି ।
ଶୋଷ ମେଣ୍ଟାଇବାକୁ ଯାଇଥିଲେ, ମାଡି ଆସିଲା ବଢି ପାଣି; ଭାସି ଗଲେ ଶହ ଶହ ଗାଈଗୋରୁ