21.1 C
Bhubaneswar
Monday, November 18, 2024
Homeକରୋନାସାରା ବିଶ୍ୱରେ ଚିନ୍ତାଜନକ ସ୍ଥିତିରେ ରହିଛି ଓମିକ୍ରନ ସଂକ୍ରମଣ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ସାରା ବିଶ୍ୱରେ ଚିନ୍ତାଜନକ ସ୍ଥିତିରେ ରହିଛି ଓମିକ୍ରନ ସଂକ୍ରମଣ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ : ବିଶ୍ୱରେ ଟଳିନି ଓମିକ୍ରନ ବିପଦ । ସାରା ବିଶ୍ୱରେ ଚିନ୍ତାଜନକ ସ୍ଥିତିରେ ରହିଛି ଓମିକ୍ରନ ସଂକ୍ରମଣ । ଗତ କିଛିଦିନ ହେଲା ବିଶ୍ୱର ବିଭିନ୍ନ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ କରୋନା ଲଢ଼େଇରେ ବିଜୟୀ ହୋଇଛି ବୋଲି ଏ ପରିସ୍ଥିତିରେ କୁହାଯାଇ ପାରିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ବିଶ୍ୱରେ ମୋଟ ୫୭ଟି ଦେଶକୁ ଓମିକ୍ରନ ବ୍ୟାପିସାରିଲାଣି ଓମିକ୍ରନର ମ୍ୟୁଟାଣ୍ଟ ମୂଳ ଭାରିଏଣ୍ଟ ଠାରୁ ଆହୁରି ଦ୍ରୁତ ସଂକ୍ରମଣ ବୋଲି ହୁ’ ପକ୍ଷରୁ କୁହାଯାଇଛି । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହେବାର ୧୦ ସପ୍ତାହ ଭିତରେ ୯୦ ମିଲିୟନ ଲୋକ ସଂକ୍ରମିତ ହୋଇସାରିଲେଣି । ଏହାସହ ସହିତ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।

କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ : ୨୪ ଘଣ୍ଟାରେ ଦେଶରେ ୧,୬୧,୩୮୬ ଆକ୍ରାନ୍ତ ଚିହ୍ନଟ, ୧୭୩୩ ଜଣ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking