28.1 C
Bhubaneswar
Sunday, September 29, 2024
Homeଓଡିଶାଚିନ୍ମୟୀଙ୍କ ହତ୍ୟାର ରହସ୍ୟର କେବେ ଖୋଲିବ ଗୁମର ?

ଚିନ୍ମୟୀଙ୍କ ହତ୍ୟାର ରହସ୍ୟର କେବେ ଖୋଲିବ ଗୁମର ?

ଭୁବନେଶ୍ୱର: ଭିସୁଟ ଛାତ୍ରୀ ଚନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ଏ ଯାଏ କିଛି ଜଣାପଡିଲା ନାହିଁ । ଏପଟେ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଛି ବୋଲି ଦାବି କରୁଛନ୍ତି । ଚିନ୍ମୟୀଙ୍କ ବାପା ଜଣେ ଡାକ୍ତର । ସେ ଶବକୁ ଦେଖିବା ପରେ ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି, ଚିନ୍ମୟୀଙ୍କ ବେକରେ ଏକ କଳାଦାଗ ରହିଛି । କେହି ତାଙ୍କୁ ତଣ୍ଟିଚିପି ମାରିବା ପରେ ପାଣିକୁ ପକାଇ ଦେଇଛି । ତାଙ୍କ ଝିଅ ଆତ୍ମହତ୍ୟା କରିନାହିଁ । ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟ ଆସିଛି, ଚିନ୍ମୟୀଙ୍କର ମୃତ୍ୟୁ ପାଣିରେ ବୁଡି ହୋଇଛି । ଏପରି ସ୍ଥିତିରେ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ପାଇଁ ପୋଲିସ ୩ଟି ଗଠନ କରି ତନାଘନା ଆରମ୍ଭ କରିଛି ।

ହାତୀ ଆକ୍ରମଣରେ ବୃଦ୍ଧ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking