31.1 C
Bhubaneswar
Sunday, March 15, 2026
Homeଓଡିଶାଜାନୁଆରୀରୁ ହିତାଧିକାରୀଙ୍କୁ ଗହମ

ଜାନୁଆରୀରୁ ହିତାଧିକାରୀଙ୍କୁ ଗହମ

ବ୍ୟୁରୋ: ଜାନୁଆରୀ ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ମିଳିବ ଗହମ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କହିଛନ୍ତି , ଏନେଇ ବିଭାଗ ତରଫରୁ ପ୍ରସ୍ତୁତି ଜାରି ରହିଛି । କେଉଁ ଜିଲ୍ଲାରେ କେତେ ଆବଶ୍ୟକ ଜିଲ୍ଲା ଅଧିକାରୀ ଦେବେ ।  ଲୋକଙ୍କ ଚାହିଦା ହିସାବରେ ଦିଆଯିବ  ଗହମ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking