18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଝିଅ ମାନଙ୍କର ଏହି ଅଙ୍ଗରେ କେଶ ଥିଲେ କଣ ହୁଏ? ଜାଣନ୍ତୁ ଶୁଭ ନା ଅଶୁଭ

ଝିଅ ମାନଙ୍କର ଏହି ଅଙ୍ଗରେ କେଶ ଥିଲେ କଣ ହୁଏ? ଜାଣନ୍ତୁ ଶୁଭ ନା ଅଶୁଭ

ନୂଆଦିଲ୍ଲୀ: ସବୁ ଝିଅ ନିଜ ବାପା ମାଆଙ୍କ ପାଇଁ ସୌଭାଗ୍ୟ ଆଣି ଆସିଥାନ୍ତି କିନ୍ତୁ ସାମୁଦ୍ରିକ ଶାସ୍ତ୍ରରେ ସୌଭାଗ୍ୟଶାଳି ସ୍ତ୍ରୀ ମାନଙ୍କର କିଛି ବିଶେଷତଃ ବିଷୟରେ କୁହାଯାଇଛି। ଏହି ଦୁନିଆ ପ୍ରତି ସ୍ତ୍ରୀ ମାନଙ୍କର ବହୁତ ବଡ଼ ଯୋଗଦାନ ଅଛି କାରଣ ସେମାନେ ନୂଆ ଜୀବନର ମୂଳ ଆଧାର ହୋଇଥାନ୍ତି। ମା’ ଲକ୍ଷ୍ମୀ ସେହି ଘରେ ବାସ କରିଥାନ୍ତି ଯେଉଁ ଘରେ ସ୍ତ୍ରୀମାନଙ୍କୁ ସମ୍ମାନ ଦିଆ ଯାଇଥାଏ।ଆଜିର ଆମେ ଆପଣଙ୍କୁ କିଛି ଏମିତି ସଙ୍କେତ କହିବୁ ଯାହାଦ୍ୱାରା ଆପଣ ଜାଣି ପାରିବେ କି କେଉଁ ସ୍ତ୍ରୀ ନିଜର ସ୍ଵାମୀ ଓ ପରିବାର ପାଇଁ ଭାଗ୍ୟଶାଳୀ ହୋଇପାରିବେ କି ନାହିଁ। ଶାସ୍ତ୍ରରେ କୁହାଯାଇଛି କି ଯଦି ସ୍ତ୍ରୀମାନଙ୍କର କିଛି ଅଙ୍ଗ ବଡ଼ ହୋଇଥାଏ ତାହା ପରିବାର ପାଇଁ ଭାଗ୍ୟଶାଳୀ ହୋଇଥାଏ ଆସନ୍ତୁ ଜାଣିବା ସେହି ଅଙ୍ଗ ଗୁଡିକ ବିଷୟରେ।ତେବେ ବହୁତ ମହିଳାଙ୍କ ନଖ ବହୁତ ଭଲ ଓ ସୁନ୍ଦର ହୋଇଥାଏ। ଗୋଲାପି ରଙ୍ଗର ଚମକୁଥିବା ନଖର ଝିଅମାନେ ଭଲ ସ୍ୱାସ୍ଥ୍ୟ ଓ ଭଲ ଚରିତ୍ରର ହୋଇଥାନ୍ତି।

ଏମାନେ ନିଜର ସ୍ଵାମୀ ଓ ପରିବାର ସୁଖ ଦୁଃଖର ଧ୍ୟାନ ରଖନ୍ତି। ଯେଉଁ ମହିଳାଙ୍କ ମଧ୍ୟମ ଆଙ୍ଗୁଳି ବଡ଼ ହୋଇଥାଏ ସେମାନେ ବହୁତ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି।ତେବେ ଯେଉଁ ମହିଳାଙ୍କ ବାମ ଗାଲରେ କଳାଜାଇ ଥାଏ ସେମାନେ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। ସେମାନେ ନିଜ ପରିବରାର ଭଲଭାବେ ଧ୍ୟାନ ରଖିଥାନ୍ତି ଓ ଭଲ ଖାଇବା ବି ତିଆରି କରନ୍ତି। ଯେଉଁଥି ପାଇଁ ତାଙ୍କ ପରିବାର ଲୋକ ତାଙ୍କ ଉପରେ ସବୁବେଳେ ଖୁସି ଥାଆନ୍ତି।ତୃତୀୟରେ ଯେଉଁ ମହିଳାଙ୍କ ନାକ ଲମ୍ବା ହୋଇଥାଏ ସେମାନେ ସବୁ ପ୍ରକାର କଠିନ ସାମସ୍ୟାକୁ ଶାନ୍ତିର ସହିତ ସମାଧାନ କରିବାର କ୍ଷମତା ରଖିଥାନ୍ତି। ଏମାନେ ଅଧିକ ଖର୍ଚ୍ଚି ସ୍ଵଭାବର ହୋଇଥାନ୍ତି କିନ୍ତୁ ସେମାନଙ୍କର ଖର୍ଚ୍ଚ କେବେ ବ୍ୟର୍ଥ ଯାଇନଥାଏ।ଯେଉଁ ମହିଳାଙ୍କ ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ବୁଦ୍ଧିମାନ ହୋଇଥାନ୍ତି ଓ ତାଙ୍କର ପାଠ ପଢ଼ିବା ପାଇଁ ବହୁତ ଆଗ୍ରହ ଥାଏ। ଏମାନେ ଅଧିକ ଖର୍ଚ୍ଚ କରନ୍ତି ନାହିଁ । ସେମାନଙ୍କର ସ୍ଵାମୀ ଓ ପରିବାର ତାଙ୍କୁ ବହୁତ ଭଲପାଆନ୍ତି।ତେବେ ଯେଉଁ ମହିଳାଙ୍କ ପାଦ ଗୋଲାପି ଓ କୋମଳ ହୋଇଥାଏ ସେମାନେ ତାଙ୍କ ସ୍ଵାମୀଙ୍କୁ ବହୁତ ଖୁସିରେ ରଖିଥାନ୍ତି। ଏହି ମହିଳାଙ୍କୁ ବିବାହ କରିଥିବା ବ୍ୟକ୍ତି ସବୁବେଳେ ଖୁସିରେ ରହିଥାନ୍ତି।ଷଷ୍ଠରେ ଯେଉଁ ମହିଳାଙ୍କ ପାଦତଳେ ତ୍ରିକୋଣ ଚିହ୍ନ ଥାଏ ସେମାନେ ବହୁତ ଚତୁର ଓ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ସବୁ କାମକୁ ବୁଝିବିଚାରୀ କରିଥାନ୍ତି। ଯେଉଁ ମହିଳାଙ୍କ ଆଖି ବଡ଼ ବଡ଼ ହୋଇଥାଏ ସେମାନଙ୍କୁ ହରିଣୀ ଆଖି ବୋଲି କୁହା ଯାଇଥାଏ। ଏମାନଙ୍କ ଜୀବନରେ ଭଲପାଇବା ଓ ଖୁସି ସବୁବେଳେ ରହିଥାଏ।ଅଷ୍ଟମରେ ଯେଉଁ ମହିଳାଙ୍କ ନାକ ପାଖରେ କଳାଜାଇ ଥାଏ ସେମାନଙ୍କୁ ବହୁତ ଭାଗ୍ୟଶାଳୀ ବୋଲି କୁହା ଯାଇଥାଏ। କାରଣ ସେମାନେ ଯାହା ଇଚ୍ଛା କରନ୍ତି ତାଙ୍କୁ ମିଳିଥାଏ।ନବମରେ ଯେଉଁ ମହିଳାଙ୍କର ଓଠର ଉପରୁ ଭାଗର କେଶ ସ୍ପଷ୍ଟ ରୂପରେ ଦେଖାଯାଇଥାଏ। ସେହି ମହିଳା ବହୁତ ରାଗିଯାଆନ୍ତି। ଏମିତି ମହିଳା ସ୍ବାମୀଙ୍କୁ ନିଜ କଥାରେ ରଖିବା ଆଉ ନିଜ ମନମାନି କରିବାରେ ମାହିର ଥାନ୍ତି। କେବେ କେବେ ତାଙ୍କ ସ୍ଵଭାବ ବହୁତ କ୍ରୂର ହୋଇଥାଏ। ନିଜ କଥାକୁ ମନେଇବାକୁ ଏମାନେ କିଛିବି ହଦ ପର‌୍ୟ୍ୟନ୍ତ ଯାଇ ପାରିବେ। ଏମିତି ସ୍ତ୍ରୀ ନିଜ ପରିବାରକୁ ନିଜ ତରିକାରେ ଚଳାଇଥାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking