35.9 C
Bhubaneswar
Friday, June 19, 2026
Homeଓଡିଶାଥଣ୍ଡାରେ ଥରିଲାଣି ପଶ୍ଚିମ ଓଡିଶା

ଥଣ୍ଡାରେ ଥରିଲାଣି ପଶ୍ଚିମ ଓଡିଶା

ଭୁବନେଶ୍ୱର: ଥଣ୍ଡାରେ ଥରିଲାଣି ପଶ୍ଚିମ ଓଡିଶା । ଚଳିତ ବର୍ଷ ବିଳମ୍ବରେ ଶୀତ ଅନୁଭବ ହୋଇଥିବା ବେଳେ ନଭେମ୍ବରରେ ସାରା ଓଡିଶାରେ ସ୍ୱଳ୍ପ  ଶୀତ ଅନୁଭବ ହେଉଛି  ପଶ୍ଚିମରେ ଏହାର ପ୍ରକୋପ ଅଧିକ ରହିଛି । ଆଗକୁ ଆହୁରି ପାରଦ ତଳମୁହାଁ ହେବା ନେଇ  ପୁର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଉ ରାତ୍ରି ତାପମାତ୍ରା କମ ହେବା ସହ  ସାରା ରାଜ୍ୟରେ  ଶୀତ ବଢିବ ବୋଲି  ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ତାପମାତ୍ରା ୧୭.୪ ରେକର୍ଡ କରାଯାଇଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ତାପମାତ୍ରା  ଧୀରେ ଧୀରେ ଖସିବା ସହ ୧୪ରୁ ୧୫ ତାରିଖ ବେଳକୁ ପ୍ରବଳ ଶୀତ ଅନୁଭବ ହୋଇପାରେ ସେପଟେ ନଭେମ୍ବର ଚତୁର୍ଥ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସମ୍ଭାବ୍ୟ ଲଘୁଚାପ ଏବଂ ତାହା ଅଧିକ ଘନୀଭୁତ ହେବାର ସମ୍ଭାବନା ବି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking