ଭୁବନେଶ୍ୱର : ବାଚସ୍ପତି ସୁରମା ପାଢୀଙ୍କ ମନ୍ତବ୍ୟ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ବାଚସ୍ପତିଙ୍କ ପ୍ରତି ଆମର ସମ୍ମାନ ରହିଛି । କଂଗ୍ରେସ ଦଳଗଣତନ୍ତ୍ରକୁ ବିଶ୍ୱାସ କରେ । ବାଚସ୍ପତି ସବୁ ଦଳକୁ ସମାନ ଭାବରେ ଦେଖିବା ଦରକାର । ଯଦି କୌଣସି ଦଳର ପକ୍ଷ ନେବେ ଆମେ ବିରୋଧ କରିବୁ ।