ଭୁବନେଶ୍ୱର : ଡାକ୍ତର ଆନ୍ଦୋଳନରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ପ୍ରସଙ୍ଗ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା । ସରକାର ଘଟଣା ଉପରେ ନଜର ରଖିଛନ୍ତି । ଡାକ୍ତର ଆସୋସିଏସନ ସହ ଆଲୋଚନା କରିବୁ । ସରକାର ଡାକ୍ତରଙ୍କୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତିଦ୍ଧ । ଡାକ୍ତରଙ୍କୁ ସୁରକ୍ଷା ଦେବାରେ ପଶ୍ଚିମବଙ୍ଗ ସରକାର ଫେଲ୍ ।










