କେନ୍ଦୁଝର : ବିଜେପିରେ ମିଶିଲେ ବିଜେଡି ନେତା

କେନ୍ଦୁଝର : ବିଜେପିରେ ମିଶିଲେ ବିଜେଡି ନେତା । ସଦର ବ୍ଲକ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ନାୟକ ମିଶିଲେ । ଉପାଧ୍ୟକ୍ଷ ଦିଲ୍ଲୀପ ବେହେରା ବି ବିଜେପିରେ ମିଶିଲେ । ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀ ନାୟକ ମିଶିଲେ । ୭ ପଂଚାୟତ ସମିତି ସଦସ୍ୟ, ୧୫ ଜଣ ସରପଂଚ ମିଶିଲେ । ମହାପ୍ରଭୁଙ୍କୁ ଦର୍ଶନ କଲେ ନୂଆ ଡିଜିପି