30.1 C
Bhubaneswar
Sunday, June 23, 2024
Homeଓଡିଶା୫ଟି ନାଆଁରେ ଲୁଟର ହିସାବ ମାଗିବୁ : ପ୍ରଦୀପ ପୁରୋହିତ

୫ଟି ନାଆଁରେ ଲୁଟର ହିସାବ ମାଗିବୁ : ପ୍ରଦୀପ ପୁରୋହିତ

ବରଗଡ଼: ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ସାଂସଦ ପ୍ରଦୀପ ପୁରୋହିତ । ଅତାବିରାଠାରେ କୃଷକ ରାଜ୍ୟ ସଂଗଠନ ପକ୍ଷରୁ ପ୍ରଦତ୍ତ ସମ୍ବର୍ଦ୍ଧନା ଅବସରରେ ଟାର୍ଗେଟ କଲେ । କହିଲେ ସନ୍ୟାସୀ ନେଲେ ଚଳିବନି, ହିସାବ ଦେବାକୁ ପଡିବ । ୫ଟି ନାଆଁରେ ଓଡ଼ିଶାରେ ଯେଉଁ ଲୁଟ୍ ହୋଇଛି, ତାର ହିସାବ ମାଗିବୁ। ଗତ ୨୪ ବର୍ଷ ଭିତରେ ଓଡ଼ିଶାର ଖଣିଖାଦାନକୁ ଯେଉଁ ଭଳି ଲୁଟ୍ କରାଯାଇଛି, ବିଜେପି ତାର ହିସାବ ମାଗିବ। ସେ କହିଛନ୍ତି, ବିଜେଡି ପୁଣି କ୍ଷମତାକୁ ନ ଆସିଲେ, ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ନ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି ଘୋଷଣା କରିଥିଲେ ପାଣ୍ଡିଆନ। କିନ୍ତୁ ପାଣ୍ଡିଆନ ସନ୍ନ୍ୟାସ ନେଲେ ଚଳିବ ନାହିଁ। ତାଙ୍କୁ ୫ଟି ନାଆଁରେ ଲୁଟର ହିସାବ ଦେବାକୁ ପଡ଼ିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking