28.1 C
Bhubaneswar
Sunday, March 30, 2025
Homeଓଡିଶାବିରୋଧୀଙ୍କ ଆଚରଣ ଓ ଉଚ୍ଚାରଣକୁ ବିରୋଧ କରୁଛୁ: ମନମୋହନ   

ବିରୋଧୀଙ୍କ ଆଚରଣ ଓ ଉଚ୍ଚାରଣକୁ ବିରୋଧ କରୁଛୁ: ମନମୋହନ   

ଭୁବନେଶ୍ୱର: ପ୍ରେସମିଟରେ କଂଗ୍ରେସକୁ ଟାର୍ଗେଟ କଲା ବିଜେପି । ପ୍ରେସମିଟ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କରି କହିଛନ୍ତି , ବିରୋଧୀଙ୍କ ଆଚରଣ ଓ ଉଚ୍ଚାରଣକୁ ବିରୋଧ କରୁଛୁ । ବିଧାନସଭା ମଯ୍ୟାଦାକୁ ଦୃଷ୍ଟିରେ ରଖି କାମ କରିବା ଜରୁରୀ । ଗଣତନ୍ତ୍ରରେ ବିଶ୍ୱାସ କଲେ ବିଜେପି । ରାଜନୈତିକ ବ୍ୟବସ୍ଥାକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଥିଲା । କଂଗ୍ରେସକୁ ଲୋକେ କାହିଁକି ପ୍ରତ୍ୟାଖାନ କରିଛନ୍ତି । ଏହି କଥା ସମସ୍ତେ ଜାଣିବା ଦରକାର । କଳଙ୍କିତ ଇତିହାସ କଥା ସମସ୍ତେ ଜାଣନ୍ତି । ଛବିରାଣୀ କଥା ଲୋକେ ଭୁଲି ନାହାନ୍ତି ।  ଗୋଟିଏ ଭୁଲ ପାଇଁ  ଶତାଧିକ ଭୁଲ ନକରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking