ଭୁବନେଶ୍ୱର: ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ବିରୋଧୀଙ୍କ ଅଧିକାର ରହିଛି ଅନାସ୍ଥା ପ୍ରସ୍ତାବ ଆଣିବାର । କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚାହିଁଲେ ଆଣିବ । ବିଜେଡି ଅନାସ୍ଥାକୁ ସମର୍ଥନ ଜଣାଇଲେ ଜଣାଇବ । ଅନାସ୍ଥା ଆସିଲେ ସାମ୍ନା କରିବୁ , ଆମେ ପ୍ରସ୍ତୁତ ଅଛୁ ।










