ଭୁବନେଶ୍ୱର: ରାଜଧାନୀରେ ଜଣ୍ଡିସ ଓ ଡାଇରିଆ ବ୍ୟାପିବା ଘଟଣାରେ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା । ଅନେକ ସ୍ଥାନରେ ଡ୍ରେନ ଭିତରେ ପାଣି ପାଇପ ଯାଇଛି । ପାଇପ ଲିକ ହୋଇଥିବାରୁ ପାଣି ଦୂଷିତ ହୋଇଛି । ପାଣି ପାଇପ ଲିକ୍ ହୋଇଥିବା ଉତ୍ସ ଜଣାପଡିଛି । ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ଖାଦ୍ୟ ନିରାପତ୍ତା ବିଭାଗ । ବିଏମସି ହେଲ୍ଥ ୟୁନିଟ କାମରେ ଲାଗିପଡିଛନ୍ତି ।










