19.1 C
Bhubaneswar
Friday, November 22, 2024
Homeଓଡିଶାବନ୍ୟାଜଳ ପାଇଁ ବଢୁଛି ଏହି ୪ ନଦୀର ଜଳସ୍ତର

ବନ୍ୟାଜଳ ପାଇଁ ବଢୁଛି ଏହି ୪ ନଦୀର ଜଳସ୍ତର

ଭୁବନେଶ୍ୱର: ବନ୍ୟାଜଳ ପାଇଁ ମହାନଦୀ, ଦେବୀ, କୁଶଭଦ୍ରା ଓ ବ୍ରାହ୍ମଣୀର ଜଳସ୍ତର ବଢ଼ିବାରେ ଲାଗିଛି । ଆଳିପିଙ୍ଗଳରେ ଦେବୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ନିମାପଡ଼ାରେ କୁଶଭଦ୍ରା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି । ଆଳିପିଙ୍ଗଳରେ ବିପଦ ସଂକେତ ୧୨.୭୬ ମିଟର ଥିବାବେଳେ ବର୍ତ୍ତମାନ ୧୨.୦୬ ମିଟର ଜଳ ପ୍ରବାହିତ ହେଉଛି ।

ମୁଣ୍ଡୁଳିରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ରାଉରକେଲାର ପାନପୋଷଠାରେ ବ୍ରାହ୍ମଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମୁଣ୍ଡୁଳିରେ ବିପଦ ସଙ୍କେତ ୯୭.୨୫ ଫୁଟ ଥିବାବେଳେ ବର୍ତ୍ତମାନ ୯୭.୮୦ ଫୁଟରେ ପାଣି ପ୍ରବାହିତ ହେଉଛି । ମୁଣ୍ଡୁଳିରେ ୧୨ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ନରାଜରେ ମଧ୍ୟ ବିପଦ ସଙ୍କେତ ଉପରେ ମହାନଦୀ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking