21.1 C
Bhubaneswar
Friday, December 19, 2025
Homeଓଡିଶାୱାକଫ ବୋର୍ଡ ସଂସଦୀୟ କମିଟି ବୈଠକ

ୱାକଫ ବୋର୍ଡ ସଂସଦୀୟ କମିଟି ବୈଠକ

ଭୁବନେଶ୍ୱର: ୱାକଫ ବୋର୍ଡ ଯୁଗ୍ମ ସଂସଦୀୟ କମିଟିର ବୈଠକ ଆରମ୍ଭ । ଜଗତମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ୫ ଜଣିଆ କମିଟିର ବୈଠକ ଆରମ୍ଭ। ବୈଠକ ରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଅନ୍ୟ ସଦସ୍ୟ ସାମିଲ । ସଂଖ୍ୟା ଲଘୁ ସମ୍ପ୍ରଦାୟର ୬ ଟି ଗ୍ରୁପ ର ୩୨ ସଦସ୍ୟଙ୍କ ସହ ଆଲୋଚନା । ମତାମତ ଗ୍ରହଣ ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ କମିଟି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking