27.1 C
Bhubaneswar
Friday, October 18, 2024
Homeଓଡିଶାଭିଆରଏସ୍ ନେବେ ଆଇପିଏସ୍ ପ୍ରଦୀପ କାପୁର

ଭିଆରଏସ୍ ନେବେ ଆଇପିଏସ୍ ପ୍ରଦୀପ କାପୁର

ଭୁବନେଶ୍ୱର: ୧୯୮୬ ବ୍ୟାଚର ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ୍ ପ୍ରଦୀପ କାପୁରଙ୍କୁ ଭିଆରଏସ୍ ପାଇଁ ଅନୁମତି ମିଳିଛି । ସେ ଆଗୁଆ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ । ତାଙ୍କର ଏହି ଆବେଦନକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ସେ ଆସନ୍ତା ନଭେମ୍ବର ୩୦ରେ ଅବସର ନେବେ । କାପୁର ବର୍ତ୍ତମାନ ନୂଆଦିଲ୍ଲୀରେ ଜାତୀୟ ବୈଷୟିକ ଗବେଷଣା ସଂଗଠନ(ଏନଟିଆରଓ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ୨୦୧୫ ଅକ୍ଟୋବରରୁ କାପୁର କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି ।

ଟ୍ରକ ମାଲିକଙ୍କ ଆତ୍ମହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking