28.1 C
Bhubaneswar
Thursday, September 19, 2024
Homeଓଡିଶାକଣ୍ଠଶିଳ୍ପୀ ଶାନ୍ତିଲତା ଗୁରୁତର ଅସୁସ୍ଥ

କଣ୍ଠଶିଳ୍ପୀ ଶାନ୍ତିଲତା ଗୁରୁତର ଅସୁସ୍ଥ

ଭୁବନେଶ୍ୱର: ଜଣାଶୁଣା ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି । ଗୁରୁ୍‌୍‌ତର ଅସୁସ୍ଥ ଶାନ୍ତିଲତା ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଛି । ଗୁରୁତର ଅସୁସ୍ଥ ଶାନ୍ତିଲତା ଭୁବନେଶ୍ୱରର ଘରୋି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ଗୁରୁତର ଅସୁସ୍ଥ ନେଇ ଶାନ୍ତିଲତାଙ୍କ ପରିବାର ପକ୍ଷରୁ ସୂଚନା ।

ବିହାରରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking