30.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶ୧୭ରୁ ବିଶ୍ୱକର୍ମା ଯୋଜନା

୧୭ରୁ ବିଶ୍ୱକର୍ମା ଯୋଜନା

ବ୍ୟୁରୋ : ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ପିଏମ୍ ବିଶ୍ୱକର୍ମା ଯୋଜନା । ଭୁବନେଶ୍ୱର , ସମ୍ବଲପୁର , ପୁରୀରେ କାର୍ଯ୍ୟକ୍ରମ ପାଇଁ ଯୋଜନା । ଭୁବନେଶ୍ୱରରେ ଅଶ୍ୱିନୀ ବୈଷ୍ଣବ , ସମ୍ବଲପୁରରେ ଜନ୍ ବର୍ଲା ଉପସ୍ଥିତ ରହିବେ । ପୁରୀରେ କେନ୍ଦ୍ରମନ୍ତ୍ରୀ ଏମ୍. ଉହେନ୍ଦ୍ର ଭାଇ ଉପସ୍ଥିତ ରହିବେ । କେବଳ ଓଡିଶାରୁ ୧ ଲକ୍ଷ କାରିଗର ଉପକୃତ ହେବା ନେଇ ଆକଳନ । ପ୍ରେସମିଟ୍ ରେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସୂଚନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking