ନୂଆଦିଲ୍ଲୀ : ବିନୟ ମୋହନ କ୍ୱାତ୍ରା ହେବେ ଭାରତର ପରବର୍ତ୍ତୀ ବୈଦେଶିକ ସଚିବ । ୧୯୮୮ ବ୍ୟାଚ୍ର ବରିଷ୍ଠ ଆଇଏଫ୍ଏସ୍ ଅଧିକାରୀ ବିନୟ କ୍ୱାତ୍ରା । ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ସ୍ଥାନରେ ନିଯୁକ୍ତ ହେଲେ ବିନୟ କ୍ୱାତ୍ରା । ବନୟଙ୍କ ନୁଯୁକ୍ତିରେ ମଞ୍ଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ୍ । ବିନୟ କ୍ୱାତ୍ରା ଏବେ ଭାରତ ପକ୍ଷରୁ ନେପାଳର ରାଷ୍ଟ୍ରଦୂତ ଅଛନ୍ତି ।