34.1 C
Bhubaneswar
Thursday, March 26, 2026
Homeଓଡିଶାବିକ୍ରମ ମିଶ୍ରି ହେଲେ ବୈଦେଶିକ ସଚିବ

ବିକ୍ରମ ମିଶ୍ରି ହେଲେ ବୈଦେଶିକ ସଚିବ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରଦୂତ ତଥା ଦେଶର ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବିକ୍ରମ ମିଶ୍ରିଙ୍କୁ ଭାରତ ସରକାରଙ୍କ ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେ ଭାରତୀୟ ବୈଦେଶିକ ସେବାର ୧୯୮୯ ବ୍ୟାଚ ଅଧିକାରୀ। ସେ ଗତ ଦୁଇ ବର୍ଷ ଧରିଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବରେ ତାଙ୍କର କାର୍ଯ୍ୟକାଳ ହ୍ରାସ କରାଯାଇଛି ଏବଂ ତାଙ୍କୁ ଭାରତର ପରବର୍ତ୍ତୀ ବୈଦେଶିକ ସଚିବ ଭାବରେ ନିଯୁକ୍ତ କରାଯାଇଛି। ଡେପୁଟି ଏନଏସଏ ବିକ୍ରମ ମିଶ୍ରି ଜୁଲାଇ ୧୫ରୁ ପରବର୍ତ୍ତୀ ବୈଦେଶିକ ସଚିବ ହେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking