28.1 C
Bhubaneswar
Monday, September 30, 2024
Homeଓଡିଶାପ୍ରାଣୀଧନ ନିରୀକ୍ଷକଙ୍କ ୯୦ ପ୍ଲଟ

ପ୍ରାଣୀଧନ ନିରୀକ୍ଷକଙ୍କ ୯୦ ପ୍ଲଟ

ଭୁବନେଶ୍ୱର :ପ୍ରାଣୀଧନ ନିରୀକ୍ଷକଙ୍କ କଟକ ଓ ଭୂବନେଶ୍ୱରରେ ରହିଛି ୯୦ ଟି ପ୍ଲଟ । କଳାରାହଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ବିପୁଳ ସମ୍ପତ୍ତି । ଭିଜିଲାନ୍ସ ଚଢାଉ ବେଳେ ୯୦ ପ୍ଲଟ ସହ ଠାବ ହେଲା ଅମାପ ସମ୍ପତ୍ତି । ପ୍ରାଣୀଧନ ନିରୀକ୍ଷକଙ୍କ ନାଁ ରେ ୪ଟି ବିଲଡ୍‌ିଂ, ୩ଟି ଫ୍ଲାଟ ଠାବ ହୋଇଛି ।ବାଙ୍କୀ ରେ ଆଉଟ ହାଉଶ, ଭୁବନେଶ୍ୱର ରେ ତିନି ମହଲା ମାର୍କେଟ କଂପ୍ଲେକ୍ସ, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ରେ ୧୭ ଲକ୍ଷ ଟଙ୍କା , ୫୦୦ ଗ୍ରାମ ସୁନା ଠାବ ହୋଇଛି । ଚଢାଉ ଜାରି ରହିଥିବାରୁ ଅଧିକ ସମ୍ପତ୍ତି ମିଳିବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking