24.1 C
Bhubaneswar
Monday, March 23, 2026
Homeଓଡିଶାଭିଜିଲାନ୍ସ ହାତରେ ଜେଇ

ଭିଜିଲାନ୍ସ ହାତରେ ଜେଇ

ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଜେଇ । ଖୋର୍ଦ୍ଧା ଜିଲ୍ଲା ବୋଲଗଡର ଜଣେ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି। ବୋଲାଗଡ ବ୍ଲକ ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକ (ଜେଇ) ଭାବରେ କାର୍ଯ୍ୟ କରୁଥିଲେ ନୃସିଂହ ନାଥ ପ୍ରଧାନ।ଖଙ୍ଗୁରିଆ ଗ୍ରାମ ପଞ୍ଚାୟତର କଲଚରାଲ ସେଣ୍ଟରର ବିଲ୍ ପାସ୍ କରିବା ପାଇ ୧୯ ହଜାର ୨୦୦ ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍। ଏହି ଘଟଣାରେ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking