18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଭିକ୍କି ମୁଁ ତୁମ ସହ କମ୍ଫଟେବଲ ନୁହେଁ: ଅଙ୍କିତା ଲୋଖଣ୍ଡେ

ଭିକ୍କି ମୁଁ ତୁମ ସହ କମ୍ଫଟେବଲ ନୁହେଁ: ଅଙ୍କିତା ଲୋଖଣ୍ଡେ

ମୁମ୍ୱାଇ : ବିଗ୍ ବସ୍ ୧୭ ଯେତିକି ଚର୍ଚ୍ଚିତ ସେତିକି ବିବାଦୀୟ ଖାସ୍ କରି ଏଥର କପଲ୍ଙ୍କ ହାଇଡ୍ରାମା ଲାଇମଲାଇଟ୍ରେ ଆଉ ଚର୍ଚ୍ଚିତ ଯୋଡି ତାଲିକାରେ ପ୍ରଥମରେ ଅଛନ୍ତି ଭିକ୍କ ଜୈନ୍ ଅଙ୍କିତା ଲୋଖଣ୍ଡେ ଶୋ ଆରମ୍ଭ ଦିନଠାରୁ ଅଙ୍କିତାଭିକ୍କିଙ୍କ ରିଲେସନକୁ ନେଇ ଚର୍ଚ୍ଚା ବିଷେଶକରି ଉଭୟଙ୍କ ଝଗଡା ଲାଗିରହୁଛି

ଶୋ ଏବେ ଫିନାଲେ ଠାରୁ ଆଉ କିଛି ପାଦ ଦୂରରେ ଶୋ ସରିବାକୁ ବସିଲାଣି କିନ୍ତୁ ଭିକ୍କି ଅଙ୍କିତାଙ୍କ ଝଗଡା ସରୁନି ଲାଟେଷ୍ଟ ଏପିସୋଡରେ ପୁଣିଥରେ କପଲଙ୍କ ଝଗଡା ହିଟ୍ ଲିଷ୍ଟରେ ରହିଛି ପ୍ରକୃତରେ ଘଟଣା ଥିଲା ଏମିତି କିଛି ଇଶା ମାଲବୀୟ ଏବଂ ଅଙ୍କିତା ଗରାଡେନରେ ବସି ମନାରାଙ୍କ ବିଷୟରେ କଥା ହେଉଥିଲେ

ଏହାରି ଭିତରେ ଭିକ୍କି କହିଥିଲେ ଏହି ବିଷୟରେ ମୁଁ ହଜାର ଥର କଥା ହୋଇସାରିଲିଣି ସେ ଏବେ ଏଥିରୁ ବାହାରି ସାରିଲିଣି ଇଶାଅଙ୍କିତା ଭିକ୍କିଙ୍କୁ ବୁଝାଇ କହିଥିଲେ କି, ମନାରା ଯେମିତି ଦେଖାଯାଉଛନ୍ତି ସେମିତି ନୁହାଁନ୍ତି ହେଲେ ତୁମେ ତାଙ୍କୁ ସପୋର୍ଟ କରୁଛ ଅଙ୍କିତା ପୁଣିଥରେ ମନାରାଙ୍କ ବିଷୟରେ ଇଶାଙ୍କ ସହ କଥାବାର୍ତ୍ତା କରିଥିଲେ

ହେଲେ ଏହା ଶୁଣି ଭିକ୍କି ହସିଥିଲେ, କିନ୍ତୁ ଅଙ୍କିତାଙ୍କୁ ଭିକ୍କିଙ୍କ ଏହି ତାଚ୍ଛଲ୍ୟ ପସନ୍ଦ ଆସିନଥିଲା ସେ ଭିତରକୁ ଯାଇ ଖଉବ୍ ଜୋରରେ କାନ୍ଦିଥିଲେ ଏହା ଦେଖି ଇଶା ଅଙ୍କିତାଙ୍କୁ ବୁଝାଇଥିଲେ ଭିକ୍କି ଆସି ଅଙ୍କିତାଙ୍କୁ କାହିଁକି ଓବର ରିଆକ୍ଟକରିବାର କାରଣ ପଚାରିଥିଲେ ଜବାବରେ ଅଙ୍କିତା କହିଥିଲେ ତୁମେ ମୋ ଉପରେ ହସିବାର କାରଣ କଣ ମୁଁ ଜାଣିପାରେ

ମୁଁ ବୋଧହୁଏ ଖରାପ ମଣିଷ ଯାହାଙ୍କୁ ତୁମେ ବିବାହ କରିଛ ପ୍ରତିଟି କଥାରେ ତୁମେ ମୋତେ ଅଟକାଉଛ, ବିରୋଧ କରୁଛ ଏଇଟା କରନି, ସେଇଟା କରନି ମୁଁ କହିନପାରିଲେ କଣ ହେଲା କି ମୋତେ ବହୁତ ଭିକ୍କି ତୁମର ଏହି ଆଟିଚ୍ୟୁଡ୍ ମୋତେ କ୍ଷମା କର, ମୁଁ ବି ଆଉ ତମ ସହ ରହିବାକୁ ଚାହୁଁନି କି କଥା ହେବାକୁ ଚାହୁଁନି ଏବେ ଏହି କ୍ଷଣି ସବୁ ଶେଷ କରୁଛି

ଅଙ୍କିତା ଆହୁରି କହିଥିଲେ ମୁଁ ତମ ସହ କମ୍ଫଟେବଲ ନୁହେଁ ତମେ ମୋ ଚିନ୍ତାଧାରାଠୁ ବହୁତ ଦୂରକୁ ଚାଲିଗଲାଣି ବିଷୟ ଆଜିକାର ନୁହେଁ ବାରମ୍ୱାର ହେଲାଣି ଆମ ଭିତରେ ବହୁତ ହୋଇଗଲା ବାସ୍ ମୋତେ ଏସବୁର ମୁକ୍ତି ଦରକରା ଯଦିଏ ସେମାନେ ଅଲଗା ହେବା କଥା ନିଜ ମୁଙଂରେ ସ୍ୱିକାର କରିନାହାଁନ୍ତି କ୍ନିତୁ ଏହି ସବୁ କଥା ଅନେକ କିଛି ଇଙ୍ଗିତ କରୁଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking