31.1 C
Bhubaneswar
Friday, September 20, 2024
Homeଓଡିଶାସମ୍ବଲପୁରରେ ଏସ୍‌ସି କମିଶନ ଉପାଧ୍ୟକ୍ଷ

ସମ୍ବଲପୁରରେ ଏସ୍‌ସି କମିଶନ ଉପାଧ୍ୟକ୍ଷ

ସମ୍ବଲପୁର: ସମ୍ବଲପୁରରେ ଜାତୀୟ ଏସ୍‌ସି କମିଶନ ଉପାଧ୍ୟକ୍ଷ ଅରୁଣ ହାଲଦାର । ହନୁମାନ ଜୟନ୍ତି ଗଣ୍ଡଗୋଳରେ ଗୁରୁତର କାଳିଆ ସିକାଙ୍କୁ ଭେଟିଲେ । ଭବାନିପାଲି ଗାଁକୁ ଯାଇ ଗୁରୁତର କାଳିଆଙ୍କୁ ଭେଟିଲେ । କାଳିଆଙ୍କୁ ଭେଟିବା ପରେ ସର୍କିଟ ହାଉସରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଜିଲ୍ଲାପାଳ ଉତ୍ତର ଜିଲ୍ଲାପାଳ ଡିଆଇଜି ଓ ଏସପିଙ୍କ ସହ ଆଲୋଚନା କରିଥିଲେ ।

ଏଥର ବର୍ଷାରେ ଭିଜିବ ପୁରୀ ରଥଯାତ୍ରା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking