15.1 C
Bhubaneswar
Saturday, December 6, 2025
Homeଓଡିଶାକ୍ରାଇମବ୍ରାଞ୍ଚରେ ‘ବାଣିକ’ ଅଧିକାରୀ ହାଜର

କ୍ରାଇମବ୍ରାଞ୍ଚରେ ‘ବାଣିକ’ ଅଧିକାରୀ ହାଜର

ଭୁବନେଶ୍ୱର: ପୋଲିସ ଏସଆଇ କେଳେଙ୍କାରୀ ମାମଲାର ସତ୍ୟାସତ୍ୟ ବାହାର କରିବା ସଜାଗ ହୋଇଛି କ୍ରାଇମବ୍ରାଞ୍ଚ । କୋଟିଂ ଇନଷ୍ଟିଚ୍ୟୁଟ ବାଣିକର ୩ ଜଣଙ୍କୁ ନୋଟିସ କରିଛି କ୍ରାଇମବ୍ରାଞ୍ଚ ।  ଏଚଆଇ ମୁଖ୍ୟ, ଆକାଉଣ୍ଟଓ ମ୍ୟାନେଜର,  ମାର୍କେଟିଙ୍ଗ ମ୍ୟାନେଜର ଏହି ତିନି ଜଣଙ୍କୁ  ନୋଟିସ କରାଯାଇଛି ।  ଆଜି  କଟକ କ୍ରାଇମବ୍ରାଞ୍ଚ  କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଏସଆଇ  ପରୀକ୍ଷା ଅନିୟମିତତା ସଂପର୍କରେ ପଚରାଉଚରା କରାଯିବ । ଅଭିଯୁକ୍ତ ପରୀକ୍ଷାର୍ଥୀଙ୍କ ବୟାନ ଆଧାରରେ  ଗତକାଲି ଭୁବନେଶ୍ୱରର ସିଆରପି ଛକରେ ଥିବା ଶିକ୍ଷାନୁଷ୍ଠାନ ବାଣିକରେ ଛାପା ମାରିଥିଲା ସିଆଇଡିର ସ୍ୱତନ୍ତ୍ର ଟିମ ।  ଅଫିସ ଭିତରେ ଥିବା କମ୍ପ୍ୟୁଟରରୁ ଡାଟା ସଂଗ୍ରହ କରିଛି ସିଆଇଡି ।  ୩ ଘଣ୍ଟା ଘରି ତନାଘନା ଜାରି କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking