34.1 C
Bhubaneswar
Friday, October 18, 2024
Homeଓଡିଶାଭ୍ୟାନ୍‌-ଟ୍ରକ ଧକ୍କା : ୪ ମୃତ

ଭ୍ୟାନ୍‌-ଟ୍ରକ ଧକ୍କା : ୪ ମୃତ

ଝାରସୁଗୁଡା : ଭ୍ୟାନ୍‌କୁ ଧକ୍କା ଦେଲା କଇଲା ଟ୍ରକ ;  ୪ ମୃତ । ଲଖନପୁର ବ୍ଲକ ବେହେରାଗୁଡା ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଗୁରୁତର ୯ ଜଣ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି । ଯାତ୍ରୀଙ୍କୁ ଧରି ବେଲପାହାଡ ଅଭିମୁଖେ ଯାଉଥିଲା ଭ୍ୟାନ୍ ।

ରାଜଧାନୀରେ ଲୁଟେରାଙ୍କ ଆତଙ୍କ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking