18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପାକିସ୍ଥାନକୁ ଷ୍ଟ୍ରଙ୍ଗ୍ ଷ୍ଟେଟମେଣ୍ଟ ହେଲେ ଆମେରିକା ରାଷ୍ଟ୍ରପତି

ପାକିସ୍ଥାନକୁ ଷ୍ଟ୍ରଙ୍ଗ୍ ଷ୍ଟେଟମେଣ୍ଟ ହେଲେ ଆମେରିକା ରାଷ୍ଟ୍ରପତି

ଭୁବନେଶ୍ୱର: ପାକିସ୍ତାନକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଷ୍ଟ୍ରଙ୍ଗ ଷ୍ଟେଟମେଣ୍ଟ । ପାକିସ୍ତାନକୁ ବିଶ୍ୱର ଅତ୍ୟନ୍ତ ବିପଦପୂର୍ଣ୍ଣ ଦେଶ କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।କୌଣସି କ୍ଷେତ୍ରରେ ଏକତା ନ ଦେଖାଇ ପାକିସ୍ତାନ ଆଣବିକ ଅସ୍ତ୍ରଶସ୍ତ୍ର ପାଖରେ ରଖିଛି । ଯାହା ନିଶ୍ଚିତ ଭାବେ ବିପଦପୂର୍ଣ୍ଣ ବୋଲି କହିଛନ୍ତି ବାଇଡେନ୍ । ଲସଆଞ୍ଜେଲସର ଡେମୋକ୍ରେଟିକ କଂଗ୍ରେସିନିଆଲ କ୍ୟାମ୍ପେନ କମିଟି ରିସେପସନରେ ବାଇଡେନଙ୍କ ଏଭଳି ଷ୍ଟେଟମେଣ୍ଟ ପାକ୍ ପିଏମଙ୍କ ଆମେରିକା ସହ ସମ୍ପର୍କ ସୁଧାର ପ୍ରୟାସ ଉପରେ ମଧ୍ୟ ପୂର୍ଣ୍ଣଛେଦ ପକାଇଛି ।
ଏଥିସହ ବାଇଡେନ ଆମେରିକାର ବୈଦେଶିକ ନୀତି ମଧ୍ୟ ସ୍ପଷ୍ଟ କରିଛନ୍ତି । ସେହିପରି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ କାଉଣ୍ଟର କରିଛନ୍ତି ବାଇଡେନ୍ । ଚୀନ ରାଷ୍ଟ୍ରପତି ନିଜକୁ ସର୍ବେସର୍ବା ଭାବି ଅଯଥାରେ ବିଶ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା କହିଛନ୍ତି ବାଇଡେନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking