27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌

ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌

ଇସ୍ରାଏଲ: ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ ସିରିଆରେ ଆମେରିକାର ଆକ୍ରମଣ । ଇରାନ ସମର୍ଥିତ ଆତଙ୍କୀ ସଂଗଠନ ଆଇଆରଜିଏସ୍ ଉପରେ ଏୟାରଷ୍ଟ୍ରାଇକ୍ ହୋଇଥିବା ସୂଚନା ରହିଛି । ଆଇଆରଜିଏସ୍ ଓ ସହଯୋଗୀ ଆତଙ୍କୀ ଗୋଷ୍ଠୀଙ୍କ ଠିକଣା ଉପରେ ଆକ୍ରମଣ । ଆତ୍ମରକ୍ଷା ପାଇଁ ଆକ୍ରମଣ କରିଥିବା କହିଲା ପେଣ୍ଟାଗନ୍ । ସିରିଆରେ ଆମେରିକୀୟ ସୈନ୍ୟଙ୍କ ଉପରେ ହୋଇଥିବା ଆକ୍ରମଣର ଜବାବ ।

 ଚାଷୀଙ୍କୁ ଦଳିଦେଲା ଦନ୍ତା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking