25.1 C
Bhubaneswar
Wednesday, December 10, 2025
Homeଓଡିଶାଓଡ଼ିଶାରେ ଲାଗୁ ହେବ ୟୁପି ଆଇନ !

ଓଡ଼ିଶାରେ ଲାଗୁ ହେବ ୟୁପି ଆଇନ !

ଭୁବନେଶ୍ୱର: ଅସାମାଜିକଙ୍କୁ ସାବାଡ କରିବା ପାଇଁ ଆସିବ କଡା ଆଇନ । ଉତ୍ତରପ୍ରଦେଶ ଭଳି ଓଡିଶାରେ ଆସିବ କଡା ଆଇନ । ସରକାର ବିଚାର ବିମର୍ଶ କରୁଛନ୍ତି କହିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଓଡ଼ିଶାରେ ଏଭଳି ଆଇନ ଆବଶ୍ୟକ ରହିଛି । ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking