29.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶୟୁପି: ବନ୍ଦେ ଭାରତ ଟ୍ରେନ୍ ଉପରକୁ ଟେକାମାଡ

ୟୁପି: ବନ୍ଦେ ଭାରତ ଟ୍ରେନ୍ ଉପରକୁ ଟେକାମାଡ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ (ୟୁପି)ର ଅଯୋଧ୍ୟା ନିକଟରେ ମଙ୍ଗଳବାର ସକାଳେ ବନ୍ଦେ ଭାରତ ଟ୍ରେନ୍ ଉପରକୁ ପ୍ରବଳ ଟେକାପଥର ମାଡ କରାଯାଇଛି । ଏଥିରେ ଦୁଇଟି ବଗିର ଝରକା କାଚ ଭାଙ୍ଗିଯାଇଛି । ଏହି ଘଟଣାରେ ରେଳବାଇ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଜୁଲାଇ ୭ରେ ଗୋରଖପୁର ଓ ଲକ୍ଷ୍ନୌ ମଧ୍ୟରେ ଏହି ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା । ସୂଚନାଯୋଗ୍ୟ ଗତ ରବିବାର ଜଣେ ଅଭିଯୁକ୍ତଙ୍କର କିଛି ଛେଳି ରେଳଧାରଣା ଉପରେ ବିଚରଣ କରୁଥିବାବେଳେ ବନ୍ଦେ ଭାରତ ଏକ୍ସପ୍ରେସ ଚଢିଯିବାରୁ ସେଗୁଡିକ ମରିଯାଇଥିଲେ । ପ୍ରତିଶୋଧ ପରାୟଣ ହୋଇ ଟ୍ରେନ୍ ଉପରକୁ ଟେକାମାଡ କରାଯାଇଛି ବୋଲି ଅଭିଯୁକ୍ତ ସ୍ୱୀକାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking