28.1 C
Bhubaneswar
Saturday, September 28, 2024
Homeଓଡିଶାବିବାହିତା ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ

ବିବାହିତା ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ

ସାଲେପୁର: ସାଲେପୁର ଥାନା ଅନ୍ତର୍ଗତ ବାହାରପଡ଼ା ଗ୍ରାମର ଯୁବରାଜ ଦେହୁରୀଙ୍କ ଝିଅ କଳ୍ପନା ଦେହୁରୀ(୨୬) ୩ଦିନ ତଳେ ନିଜ ଶାଶୁଘରୁ ବାପ ଘରକୁ ଆସିଥିବାବେଳେ ହଠାତ୍ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଂଗେ ସଂଗେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ସାଲେପୁର ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଶବ ଜବତକରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିବା ସୂଚନା ମିଳିଛି । ପ୍ରକାଶ ଯେ ବିବାହିତା ମହିଳାଜଣକ ପୂର୍ବରୁ ରୋଗରେ ପୀଡ଼ିତ ଥିବା ବାପଘର ସୂତ୍ରରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking