ଭୁବନେଶ୍ୱର: ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣାରେ ଜଣେ ନିଲମ୍ବିତ ହୋଇଥିବା ସୂଚନା । ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ତଦନ୍ତ ପାଇଁ ୩ ଜଣଆ କମିଟି ଗଠନ ହୋଇଥିବା କହିଲେ କୁଳପତି । କମିଟି ରିପୋର୍ଟ ଦାଖଲ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କୁଳପତି ।