15.1 C
Bhubaneswar
Thursday, December 12, 2024
Homeଦେଶ ବିଦେଶସ୍ତ୍ରୀଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ ଯୁବକ

ସ୍ତ୍ରୀଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ ଯୁବକ

ନୂଆଦିଲ୍ଲୀ :ବେଙ୍ଗାଲୁରରେ  ଏକ ହୃଦୟ ବିଦାରକ ଘଟଣା ଘଟିଛି । ସ୍ତ୍ରୀଙ୍କ ଠାରୁ ମାନସିକ ଓ ଶାରୀରିକ ନିର୍ଯାତନା ପାଇ ଅତୁଶ ଶ୍ରୀବାସ୍ତବ ନାମକ ଯୁବକ ଗଛରେ ଫାଶୀ  ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ପୋଲିସକୁ ମିଳିଛି ସୁଇସାଇଡ ନୋଟ । ଯେଉଁଥିରେ ଯୁବକ ଜଣଙ୍କ ତାଙ୍କ ପତ୍ନୀ  ଏବଂ  ସମ୍ପର୍କୀୟଙ୍କ  ଉପରେ  ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।  କୋଟିକୋଟି ଟଙ୍କା  ଦାବି  ସହ ମିଛ ମାମଲାରେ  ଫସାଯିବା ଭଳି ଅଭିଯୋଗ  ରହିଛି ସୁଇସାଇଡ ନୋଟରେ  । ତେବେ ପୋଲିସ ଛାନଭିନ ଆରମ୍ଭ କରିବା ସହ ସନ୍ଦିଗ୍ଧକୁ ଜେରା କରୁଛି  ା ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ଅତୁଲ ବଡ ପଦରେ  କାମ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking