27.1 C
Bhubaneswar
Saturday, September 28, 2024
Homeଓଡିଶାଦୁଇଦିନିଆ ସମରାଭ୍ୟାସ ସାଗର କବଚ-୨ ଆରମ୍ଭ

ଦୁଇଦିନିଆ ସମରାଭ୍ୟାସ ସାଗର କବଚ-୨ ଆରମ୍ଭ

ପାରାଦ୍ୱୀପ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁଇଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ । ବୁଧବାରଠାରୁ ଉପକୂଳ ସୁରକ୍ଷା ପାଇଁ ମିଳିତ ସମରାଭ୍ୟାସ ସାଗର କବଚ-୨ ଆରମ୍ଭ ହୋଇଛି । ଏହି ମିଳିତ ସମରାଭ୍ୟାସରେ ସାମିଲ ହୋଇଛନ୍ତି ୧୮ ରୁ ଉର୍ଦ୍ଧ୍ୱ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭାଗ। ।
ସୂଚନା ମୁତାବକ, ସେପ୍ଟେମ୍ୱର ୨୫ ଅର୍ଥାତ ବୁଧବାରଠାରୁ ଉପକୂଳ ସୁରକ୍ଷା ପାଇଁ ମିଳିତ ସମରାଭ୍ୟାସ ସାଗର କବଚ-୨ ଆରମ୍ଭ ହେଲା । ଏହା ବୁଧବାରଠାରୁ ଆରମ୍ଭ ହୋଇ ଦୁଇ ଦିନ ପର୍ୟ୍ୟନ୍ତ ଚାଲିବ । ଏହି କାରଣରୁ ଗଭୀର ସମୁଦ୍ରରେ ଇଣ୍ଡିଆନ ନ୍ୟାଭି ଓ କୋଷ୍ଟଗାର୍ଡ ପଇଁତରା ମାରୁଛନ୍ତି । ମେରାଇନ ପୋଲିସ ଓ ବନ ବିଭାଗ ମଧ୍ୟ ସମୁଦ୍ର କୂଳରେ ପେଟ୍ରୋଲିଂ କରୁଛି । ବିଭାଗର ସୁରକ୍ଷା କର୍ମୀ ଓ ଅଧିକାରୀ ସ୍ଥଳଭାଗରେ ଜଗି ରହିଛନ୍ତି । ତେବେ ଏହି ମିଳିତ ସମରାଭ୍ୟାସରେ ୧୮ ରୁ ଉର୍ଦ୍ଧ୍ୱ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭାଗ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking