32.1 C
Bhubaneswar
Friday, September 20, 2024
Homeଓଡିଶାସାମ୍ବାଦିକାଙ୍କୁ ମାଡ ମାମଲା: ବଢିଲା ଟୁଟୁ ନାୟକଙ୍କ ଅଡୁଆ

ସାମ୍ବାଦିକାଙ୍କୁ ମାଡ ମାମଲା: ବଢିଲା ଟୁଟୁ ନାୟକଙ୍କ ଅଡୁଆ

ଭୁବନେଶ୍ୱର: ସାମ୍ବାଦିକାଙ୍କୁ ମାଡ ମାମଲା ଏଥିପାଇଁ ବଢିଲା ଟୁଟୁ ନାୟକଙ୍କ ଅଡୁଆ । ଟୁଟୁଙ୍କ ବିରୋଧରେ ନିଜ ଆଡୁ ମାମଲା କଲେ ମହିଳା କମିଶନ । ମାମଲା ରୁଜୁ ନେଇ ସୂଚନା ଦେଲେ ମହିଳା କମିଶନ ଅଧ୍ୟକ୍ଷା । ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କଲେ କମିଶନ । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ନିର୍ଦ୍ଦେଶ ।

ପାକିସ୍ତାନର ବାୟୁସେନା ଏୟାରବେସରେ ଆକ୍ରମଣ, ୩ ଆତଙ୍କବାଦୀ ନିହତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking