31.1 C
Bhubaneswar
Monday, October 21, 2024
Homeଓଡିଶାଦୁର୍ଘଟଣା ବାପ-ଝିଅ ମୃତ

ଦୁର୍ଘଟଣା ବାପ-ଝିଅ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା କଲଣ୍ଡା ଠାରେ ଏକ ମର୍ମନ୍ତୁଦ ଟ୍ରକ୍ ଧକ୍କାରେ ବାପ-ଝିଅଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି । ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ଗୁରୁତର ହୋଇଥିବା ଚାଳକଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୁଲିସ୍ ପହଞ୍ôଚ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିବା ସହ ଲୋକଙ୍କୁ ବୁଝାଇ ସୁଝାଇ ଚାଳକଙ୍କୁ ତାଙ୍କ କବଳରୁ ଉଦ୍ଧାର କରିଥିଲା ଏବଂ ମେଡିକାଲ୍‌ରେ ଭର୍ତ୍ତି କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking