35.2 C
Bhubaneswar
Wednesday, April 8, 2026
Homeଓଡିଶାସ୍ନାନଯାତ୍ରା ପୂର୍ବରୁ ସାରିବାକୁ ପ୍ରଚେଷ୍ଟା: ମନ୍ତ୍ରୀ

ସ୍ନାନଯାତ୍ରା ପୂର୍ବରୁ ସାରିବାକୁ ପ୍ରଚେଷ୍ଟା: ମନ୍ତ୍ରୀ

ଭୁବନେଶ୍ୱର: ସ୍ନାନଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ଗଣତି ମଣତି ସାରିବାକୁ ପ୍ରଚେଷ୍ଟା ରହିଛି । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୧୯୭୮ର ଗଣତି ସହ ମେଳ କରାଯିବ । ଡିଜିଟାଲ ଫଟୋଗ୍ରାଫି ହେବ । ଲମ୍ବା ସମୟ ପାଇଁ କିପରି ସୁରକ୍ଷିତ ରଖାଯିବ ସେନେଇ ବ୍ୟବସ୍ଥା କରାଯିବ । ସୋସିଆଲ ମିଡିଆ ଅପପ୍ରଚାର ବନ୍ଦ ହେବା ଦରକାର କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ଆଜିଠୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର । ମାର୍ଚ୍ଚ ୨୫ରେ ଚଳନ୍ତି ଭଣ୍ଡାର ଗଣତି ଶେଷ ହେବା ପରେ ଆଜିଠାରୁ ୧୧ ତାରିଖ ଯାଏଁ ବାହାର ଭଣ୍ଡାର ଗଣତି ହେବ । ରବିବାର ୧୨ ତାରିଖ ଗଣତି ପ୍ରକ୍ରିୟା ବନ୍ଦ ରହିବା ପରେ ପୁଣି ୧୩ ତାରିଖ ଏବଂ ପରେ ୧୬ରୁ ୧୮ ତାରିଖ ଯାଏଁ ଗଣତି କାର୍ଯ୍ୟ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking