ଭୁବନେଶ୍ୱର: ଓଡ଼ିଶାର ବିଦାୟ ନେଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଆଜି ଓଡିଶାରୁ ସମ୍ପୂର୍ଣ୍ଣ ବିଦାୟ ନେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ କିଛି ଦିନ ହେବ ରାଜ୍ୟରେ ପାଗ ମୁଖ୍ୟତଃ ସମ୍ପୂର୍ଣ୍ଣ ସୁଖିଲା ରହିଛି । ପ୍ରବଳ ଗରମ ଅନୁଭୂତ ହେଉଛି । ଯେହେତୁ ଅକ୍ଟୋବର ମାସ ଚାଲିଛି, ଆଉ କିଛି ଦିନ ପରେ ରାଜ୍ୟରେ ଶୀତ ଅନୁଭବ ହେବ ବୋଲି ଆଶଙ୍କା କରାଯାଉଛି ।
ସାମ୍ନାକୁ ଆସିଲା ପ୍ରଭାସ-ଅନୁଷ୍କାଙ୍କ ସୁନ୍ଦର ଫଟୋ, ବିବାହ ଠାରୁ ପିତା-ମାତା ହେବା ପର୍ଯ୍ୟନ୍ତ ସମସ୍ତ ଫଟୋ ଭାଇରାଲ