27.1 C
Bhubaneswar
Thursday, June 27, 2024
Homeଓଡିଶାକଲରାପତରିଆ ବାଘକୁ ଧରିଲା ଟ୍ରାଙ୍କୁଲାଇଜର ଟିମ୍

କଲରାପତରିଆ ବାଘକୁ ଧରିଲା ଟ୍ରାଙ୍କୁଲାଇଜର ଟିମ୍

ଖଇରା : ଏକ କଲରାପତରିଆ ବାଘକୁ ବନ ବିଭାଗ କାବୁ କରିଛି । ବାଲେଶ୍ୱର ଖଇରା ବ୍ଳକ ଗଡ଼ ଗାଁରୁ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ବନ ବିଭାଗ ତରଫରୁ କାବୁ କରାଯାଇଛି । ବାଘଟି ଗାଁରେ ବୁଲିବା ସହ ଲୋକଙ୍କୁ ଆକ୍ରମଣ କରିଥିଲା । ୬ ଜଣ ବାଘ ଆକ୍ରମଣରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବନ ବିଭାଗ ଓ ଟ୍ରାଙ୍କୁଲାଇଜର ଟିମ୍ ପକ୍ଷରୁ ବାଘକୁ ଧରିବା ପାଇଁ ଜାଲ ବିଛା ଯାଇଥିଲା। ଶେଷରେ ବାଘକୁ ଧରିବାରେ ବନ ବିଭାଗ କର୍ମଚାରୀ ସଫଳ ହୋଇଛନ୍ତି।

ମର୍ମନ୍ତୁଦ ସଡ଼କ ଦୀର୍ଘଟଣା : ୨ ମୃତ, ୪ ଗୁରୁତ୍ତର, ୧୦ ଆହତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking