21.1 C
Bhubaneswar
Sunday, November 24, 2024
Homeଓଡିଶାଟ୍ରେନ୍ ଟ୍ରାଜେଡି: ଶବ ନୁହେଁ, ଗନ୍ଧାଉଥିଲା ଅଣ୍ଡା !

ଟ୍ରେନ୍ ଟ୍ରାଜେଡି: ଶବ ନୁହେଁ, ଗନ୍ଧାଉଥିଲା ଅଣ୍ଡା !

ଭୁବନେଶ୍ୱର: ବାହାନଗା ଷ୍ଟେସନରେ ପଡିଥିବା ଏକ ବଗିରୁ ପ୍ରବଳ ଗନ୍ଧ ପ୍ରସଙ୍ଗ । ବଗିରେ କୌଣସି ମୃତଦେହ ନୁହେଁ ଅଣ୍ଡାରୁ ଗନ୍ଧ ଆସୁଥିବା ସୂଚନା ରହିଛି । ଯାଞ୍ଚ ଟିମ୍ ଦ୍ୱାରା ଷ୍ଟେସନକୁ ପୁର ତନଖି କରାଯାଇଥିଲା । କୌଣସିଠାରେ ବି ଆଉ ମୃତଦେହ ନଥିବା ସ୍ପଷ୍ଟ ହୋଇଥିଲା ।

ତେବେ ଯଶୱନ୍ତପୁର ଏକ୍ସପ୍ରେସ ପାର୍ସଲ ଭ୍ୟାନରେ ଅଣ୍ଡା ଆସୁଥିଲା । ହାୱଡାକୁ ଆସୁଥିବା ପ୍ରାୟ ୩ ଟନ୍ ଅଣ୍ଡା ପାର୍ସଲ ଭ୍ୟାନରେ ଥିଲା । ସେହି ଅଣ୍ଡା ପଚିଯାଇ ଏଭଳି ଗନ୍ଧ ହେଉଥିଲା କହିଲେ ସିପିଆରଓ । ପାର୍ସଲ ଭ୍ୟାନରେ ଥିବା ୩ ଟ୍ରାକ୍ଟର ପଚା ଅଣ୍ଡା ବାହାର କରାଯାଇଛି । ପଚା ଅଣ୍ଡା ବାହାର କରିନିଆଯିବା ପରେ ଆଉ ଗନ୍ଧ ହେବ ନାହିଁ ବୋଲି ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking