25.1 C
Bhubaneswar
Monday, February 16, 2026
Homeଓଡିଶାଆଜି ଶ୍ରାବଣର ପ୍ରଥମ ସୋମବାର

ଆଜି ଶ୍ରାବଣର ପ୍ରଥମ ସୋମବାର

ମୟୁରଭଞ୍ଜ : ଶିବଙ୍କ ପ୍ରିୟ ଶ୍ରାବଣମାସର ଆଜି ପ୍ରଥମ ସୋମବାର । ଶିବଙ୍କ ପ୍ରିୟ ସୋମବାର ହୋଇଥିବାରୁ ଚଳଚଞ୍ଚଳ ଗାଁ ଠୁ ସହର। ରାସ୍ତାରେ ଧାଡ଼ି ଲାଗିଛି ଶିବ ଭକ୍ତ କାଉଡ଼ିଆ ମାନଙ୍କର।ଦେହରେ ଗେରୁଆ ବସ୍ତ୍ର କାନ୍ଧରେ ଜଳଭାର। ତେବେ ମୋରଡ଼ା ଅଞ୍ଚଳର କାଉଡ଼ିଆମାନେ ସ୍ଥାନୀୟ ଜମ୍ଭୀରା ନଦୀରୁ ଜଳନେଇ ବିଭିନ୍ନ ଶୈବପୀଠରେ ଜଳାଭିଷେକ ପାଇଁ ଶିବଙ୍କ ନାମ ବମ୍ ବମ୍ ଭୋଲେ ବମ୍ ନେଇ ମନ୍ଦିର ଅଭିମୁଖେ ଭକ୍ତ । ଏହାକୁନେଇ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ। ଆଉ ମନ୍ଦିର ପରିସରରେ ଦେଖିବାକୁ ମିଳୁଛି କାଉଡ଼ିଆ ମାନଙ୍କର ଗହଳି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking