ମେଷ : ଉନ୍ନତି ପାଇଁ ଚିନ୍ତା କରିବେ। ଶିକ୍ଷା ଓ ଅଭିଜ୍ଞତା ବଢ଼ିବ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଆୟ ଉତମ ରହିବ। ଭାତୃ ବିବାଦ ଲାଗି ରହିବ।
ବୃଷ : ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଆନନ୍ଦ ଉତ୍ସବ ବଢ଼ିବ। ଭୋଜାନାଦିରୁ ତୃପ୍ତି ମିଳିବ। ନଷ୍ଟଦ୍ରବ୍ୟ ପ୍ରାପ୍ତି ଘଟିପାରେ। ଅର୍ଥ ଲାଭ ହେବ। ଯଶ ବୃଦ୍ଧି ହେବ। ସାହାଯ୍ୟ ମିଳିବ।
ମିଥୁନ : ଆଜି ବ୍ୟବସାୟରେ ପଛେଇବେ। ନିଷ୍ଠାର ସହ କାର୍ଯ୍ୟ କରିବେ। ପରିବାର ପାଇଁ ଚିନ୍ତା ହେବ। ଆଶାବାଦୀ ହେବେ। ଅଭାବ ଅନୁଭବ କରିବେ। ବ୍ୟସ୍ତତା ବଢ଼ିବାକୁ ଲାଗିବ।
କର୍କଟ : ଯୋଜନାରେ ମନ ବଳିବ। ସୁଯୋଗ ହସ୍ତଗତ ହେବ। ଉଦ୍ୟମ ବୃଥା ହେବ। ଅଶାନ୍ତି ବ୍ୟାପକ ହେବ। ବ୍ୟୟରେ ପଡ଼ି ଚିନ୍ତିତ ହୋଇପାରନ୍ତି। ଆଶଙ୍କା ଦୂରେଇଯିବ। କାର୍ଯ୍ୟରେ ଆନନ୍ଦ ମିଳିବ।
ସିଂହ : ପରିବେଶରେ ଉନ୍ନତି ଘଟିବ। ପରିହାସରୁ ଦ୍ୱନ୍ଦ ଉପୁଜିବ। ପ୍ରିୟ ଲୋକଙ୍କ ସହିତ ବିଚ୍ଛେଦ ଘଟିପାରେ। କାର୍ଯ୍ୟରେ ପ୍ରମାଦ ଘଟିବ। ସତର୍କତା ଆବଶ୍ୟକ କରିବେ। ଅର୍ଥ ବିନେିଯୋଗ କରିପାରନ୍ତି।
କନ୍ୟା : ହଠାତ୍ ଆଜି ସାହାଯ୍ୟ ମିଳିପାରେ। ଅଭାବ ଦୂରେଇଯିବ। ବ୍ୟୟରେ ପଡ଼ି ଚିନ୍ତିତ ହୋଇପାରନ୍ତି। ଦୁର୍ଘଟଣା ଘଟିପାରେ। ଅଭାବ ମେଂଟାଇ ପାରିବେ। ପରିସ୍ଥିତି ଅସହ୍ୟ ହେବ।
ତୁଳା : ଆଜି ଆର୍ଥିକ ଲାଭ ଘଟିପାରେ। ମନବଳ ଦୃଢ଼ ହେବ। ଅନ୍ୟର ନିୟନ୍ତ୍ରଣରେ ରହିବେ। ବାଧ୍ୟ ହୋଇ ଅକାର୍ଯ୍ୟ କରିବେ। ବ୍ୟୟ ବଢ଼ିବାକୁ ଲାଗିବ। କୌଣସି କାର୍ଯ୍ୟରେ ତୃଟି ହେବ।
ବିଛା : ଧନ ହେତୁ ସୁଖ ମିଳିବ। ପିତାମାତାଙ୍କ ସ୍ୱାସ୍ଥ୍ୟ ନେଇ ବ୍ୟସ୍ତ ରହିବେ। ପରିବେଶ ଲାଭଜନକ ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଉଚ୍ଚମହଲରେ ପରିଚିତ ହେବେ।
ଧନୁ : ଆଜି ଭାଇଭାନଙ୍କ ସହ ମନ ମାଳିନ୍ୟ ହେବ। ହଜି ଥିବା ଦ୍ରବ୍ୟ ପାଇପାରନ୍ତି। ପରିବାରରୁ ସ୍ନେହ ମିଳିବ। କର୍ମଧାରାରେ ଉନ୍ନତି ହେବ। ଅନୁଭୂତି ଓ ଦକ୍ଷତା ବଢ଼ିବ। ଆୟ କ୍ରମେ କମି ଆସିବ।
ମକର : ଆମୋଦପ୍ରତି ଆକର୍ଷିତ ବଢ଼ିବ। ଶାରୀରିକ ବ୍ୟଥା ଭୋଗିବେ। ବିଦ୍ୟାପ୍ରତି ଆଗ୍ରହ ସୃଷ୍ଟି ହେବ। ଅର୍ଥଲାଭ ଅନୁଭବ କରିବେ। ମନରେ କଳ୍ପନା ସଫଳ ହେବ।
କୁମ୍ଭ : ଆଜି କାର୍ଯ୍ୟ ଧାରାରେ ପରିବର୍ତନ ଘଟିବ। ଶତ୍ରୁମାନଙ୍କ ଦ୍ୱାରା କଷ୍ଟ ଭୋଗିବେ। ଅଚାନକ ଲାଭ ଯୋଗ ଅଛି। ଶତ୍ରୁ ଭୟ ବଢ଼ିବ। କର୍ମ ଚଂଚଳ ହେବେ।
ମୀନ : କାର୍ଯ୍ୟରେ ବାଧା ସୃଷ୍ଟି ହେବ। ପ୍ରଭାବିତ ହୋଇପାରନ୍ତି। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ପାଇବେ। ଦୂର ଯାତ୍ରା କରିପାରନ୍ତି। ନୂତନ ଅଭିଜ୍ଞତା ଲାଭ କରିବେ। ଚିନ୍ତାରୁ ମୁକ୍ତି ମିଳିବ।










