34.8 C
Bhubaneswar
Thursday, April 9, 2026
Homeଦେଶ ବିଦେଶଟିଏମସି ସରକାର ଯିବା ଦରକାର: ମୋଦୀ

ଟିଏମସି ସରକାର ଯିବା ଦରକାର: ମୋଦୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାର କରିଛନ୍ତି । ମମତା ଦିଦିଙ୍କ ଉପରେ ବର୍ଷିଲେ ମୋଦି । ପଶ୍ଚିମବଙ୍ଗରେ ନିର୍ମମ ଟିଏମସି ସରକାର ଯିବା ଆବଶୟକ କହିଲେ ମୋଦି । ବିକଶିତ ବଙ୍ଗଳାର ମୂଳଦୂଆ ମଜଭୁତ କରିବାକୁ ଏହି ନିର୍ବାଚନ ହୋଇଛି । ଦେଶ ବିକାଶ ପଥରେ ଆଗେଇ ଚାଲିଛି , ଟିଏମସି ପାଇଁ ପଶ୍ଚିମବଙ୍ଗ ପଛରେ । ଦିନ ଥିଲା ବଡ ଔଦ୍ୟୋଗିକ କେନ୍ଦ୍ର ଥିଲା ପଶ୍ଚିମବଙ୍ଗ ହଳଦିଆ । ପଶ୍ଚିମବଙ୍ଗ ଏବେ ଅନୁପ୍ରବେଶକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି । ସିଣ୍ଡିକେଟ ଗୁଣ୍ଡାରାଜ ଚଳାଇଛି ଟିଏମସି । ବିଜେପି ଶାସିତ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking