36.9 C
Bhubaneswar
Friday, April 10, 2026
Homeଓଡିଶାଲିଫ୍ଟ ମାଗି ଆସିବା ହେଲା କାଳ: ୨ ମୃତ

ଲିଫ୍ଟ ମାଗି ଆସିବା ହେଲା କାଳ: ୨ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ବିଜୟ ସୋରେନ ଓ ତାଙ୍କ ସ୍ତ୍ରୀ ସମ୍ବାରି ସୋରେନ ପାରାଦୀପରେ ଶ୍ରମିକ ଭାବେ କାମ କରୁଥିଲେ । ଘରେ ଅସୁବିଧା ଖବର ପାଇଁ ଗତକାଲି ରାତିରେ ଲୁହା ପ୍ଲେଟ ବୋଝେଇ ଟ୍ରକରେ ଲିପ୍ଟ ନେଇ ବାଲେଶ୍ୱର ଆସୁଥିଲେ । ଜାତୀୟ ରାଜପଥର ମାର୍କୋଣାଠାରେ ଥିବା ହମ୍ପସ ନିକଟରେ ବ୍ରେକ ମାରିବାରୁ ଟ୍ରକ ପଛପଟେ ଥିବା ଲୁହା ପ୍ଲେଟ ମାଆ ଓ ପୁଅଙ୍କ ଉପରେ ଖସି ପଡିଥିଲା ଫଳରେ ଘଟଣାସ୍ଥଳରେ ମା ଓ ପୁଅଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ଜଣେ ମହିଳା ଗୁରୁତର ଅଛନ୍ତି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ସମ୍ମୁଖରେ । ମୃତକ ହେଲେ ସମ୍ବରି ସୋରେନ ଓ ସୌରଭ ସୋରେନ । ସିମୁଳିଆ ପୋଲିସ ଟ୍ରକକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking