28.1 C
Bhubaneswar
Monday, October 21, 2024
Homeଓଡିଶାଚାଞ୍ଚଲ୍ୟ; ୮ ବର୍ଷର ବାଳକକୁ ଝାମ୍ପି ନେଲା ବାଘ

ଚାଞ୍ଚଲ୍ୟ; ୮ ବର୍ଷର ବାଳକକୁ ଝାମ୍ପି ନେଲା ବାଘ

ନୂଆପଡ଼ା: ଏକ ୮ ବର୍ଷର ନାବାଳକୁ ଝାମ୍ପି ନେଲା କଲରାପତରିଆ ବାଘ । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାରେ ଘଟିଛି ଏହି ଅଘଟଣ । ପିଲାଟି ଘର ପାଖରେ ଖେଳୁଥିବା ବେଳେ ତାକୁ ବାଘ ଝାମ୍ପି ନେଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ବନବିଭାଗ କର୍ମଚାରୀ । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଛି ।

ଘୁଞ୍ଚିଲା ୟୁଜିସି-ଏନ୍‌ଇଟି ପରୀକ୍ଷା ଆବେଦନ ସମୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking