27.1 C
Bhubaneswar
Saturday, October 19, 2024
Homeଅପରାଧଟ୍ରେନ ଭିତରେ ତିନି ଜଣ ଯାତ୍ରୀଙ୍କୁ ଜିଅନ୍ତା ଜାଳିଦେଲେ ଦୁବୃର୍ତ୍ତ

ଟ୍ରେନ ଭିତରେ ତିନି ଜଣ ଯାତ୍ରୀଙ୍କୁ ଜିଅନ୍ତା ଜାଳିଦେଲେ ଦୁବୃର୍ତ୍ତ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରୀଙ୍କୁ ଜିଅନ୍ତା ଜାଳିଦେଲେ ଦୁବୃର୍ତ୍ତ । ତିନି ଯାତ୍ରୀଙ୍କ ମୃତ୍ୟୁ ହେବା ସହ ଏକାଧିକ ଆହତ ହୋଇଛନ୍ତି । ଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁବୃର୍ତ୍ତ । ବର୍ତ୍ତମାନ ସୁଧା ପୋଲିସ୍ ଅଭିଯୁକ୍ତଙ୍କ ଟେର ପାଇ ନଥିବା ବେଳେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେରଳର କୋଝିକୋଡ ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି ।

ଆଉ ୯ ଜଣ ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କୋଝିକୋଡ ଲୋଥୁର ଷ୍ଟେସନ ପାଖ ଟ୍ରାକରୁ ୩ ମୃତଦେହ ଉଦ୍ଧାର ହୋଇଛି । ଅଲପୁଝା-କନୌର ଏକ୍ସପ୍ରେସରେଗତକାଲି(ରବିବାର) ରାତିରେ ଏହି ଉନ୍ମତ୍ତକାଣ୍ଡ ଘଟିଥିଲା । ବର୍ତ୍ତମାନ ସୁଦ୍ଧା ଦୁବୃର୍ତ୍ତକୁ ଚିହ୍ନଟ କରାଯାଇନଥିବା ପୋଲିସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking