34.1 C
Bhubaneswar
Friday, October 18, 2024
Homeଓଡିଶାରାୟପୁରରେ ଥରେ ନୁହେଁ ୩ଥର ମିଟିଂ

ରାୟପୁରରେ ଥରେ ନୁହେଁ ୩ଥର ମିଟିଂ

ରାୟପୁର: ଶିକ୍ଷୟତ୍ରୀ ମମିତା ହତ୍ୟା ଓ ମନ୍ତ୍ରୀଙ୍କ ସଂପତ୍ତି ଅଭିଯୋଗ ପ୍ରସଙ୍ଗ । ପୁଣି ଥରେ ରାୟପୁର ବୁଝାମଣା କଥା ଉଠାଇଛନ୍ତି ବିଜୟ ମହାପାତ୍ର । ଯେଉଁ ପ୍ରଶ୍ନ ଉଠୁଛି ତାହାର ଉତ୍ତର କେହି ଦେଉ ନାହାନ୍ତି । ରାୟପୁରରେ ଥରେ ନୁହେଁ, ୩ ଥର ବୈଠକ ହୋଇଥିଲା । ମାତ୍ର ଦୁଇ ପୃଷ୍ଠା ଖୋଲା ଯାଇଛି । ବହୁତ ପୃଷ୍ଠା ବାକି ରହିଛି । ଗୋବିନ୍ଦ ସାହୁ ବାରାକରେ ଥିଲା ବେଳେ ମନ୍ତ୍ରୀଙ୍କ ସହ କଥା ହୋଇଛି । ଆଗକୁ ଆହୁରି ବିସ୍ଫୋରକ ତଥ୍ୟ ଆସିବ ପୂର୍ଣ୍ଣଚ୍ଛେଦ ପଡିବନି । ରାୟପୁରରେ ମନ୍ତ୍ରୀଙ୍କର ଅମାପ ସଂପତ୍ତି ରହିଛି । ତାହା ବି ଆସିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking