ଭୁବନେଶ୍ୱର: ରାଜ୍ୟରେ ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୩ ମୃତ । କେନ୍ଦ୍ରାପଡା, ମୟୂରଭଞ୍ଜ, ବରଗଡ ଜିଲ୍ଲାରେ ୩ ଯୁବକ ମୃତ୍ୟୁବରଣ କରିଥିବା ଖବର ସମ୍ନାକୁ ଆସିଛି । କେନ୍ଦ୍ରପଡା ମହାକାଳପଡା ଶାଳବଣି ନିକଟରେ ଯୁବକ ମୃତ । ବାରିପଦା ବାଙ୍ଗିରିପୋଷି ଭୋଳାଗଡିଆ ଗାଁରେ ଯୁବକ ମୃତ । ବରଗଡ ପଦ୍ମପୁର ବାରପାଲିଆ ଗାଁରେ ବଜ୍ରାଘାତରେ ଶ୍ରମିକ ମୃତ୍ୟୁବରଣ କରିଛନ୍ତି ।