28.1 C
Bhubaneswar
Thursday, June 12, 2025
Homeଓଡିଶାବନ୍ଦ ଘରୁ ୩ ମୃତଦେହ ଉଦ୍ଧାର

ବନ୍ଦ ଘରୁ ୩ ମୃତଦେହ ଉଦ୍ଧାର

ଢେଙ୍କାନାଳ :  ବନ୍ଦ ଘର ଭିତରୁ ୩ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ତିନି ଜଣ ଗୋଟିଏ ପରିବାରର  ହୋଇଥିବା  ସୂଚନା ମିଳିଛି । ସଦର ଥାନା  ଅନ୍ତର୍ଗତ ଚାଉଳିଆଖମାର ଗାଁରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ବାପା ଘର ଭିତରୁ ବାପା , ଝିଅ ଓ ନାତିଙ୍କ ଝୁଲନ୍ତା ମୃତଦେହ  ଉଦ୍ଧାର  ହୋଇଛି । ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତକ ହେଲେ  ବାପା ଶଙ୍କର୍ଷଣ ଦାସ , ଝିଅ ସୁବଣ୍ଣା  ଦାସ । ବନ୍ଦ ଘର ଭିତରୁ ନାତି  ସନ୍ତୋଷ  ଦାସଙ୍କ   ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking