34.1 C
Bhubaneswar
Tuesday, April 15, 2025
Homeଓଡିଶାଯାହାର ଯିବାର ଅଛି ପଳାନ୍ତୁ: ମୁନା ଖାନ୍‌

ଯାହାର ଯିବାର ଅଛି ପଳାନ୍ତୁ: ମୁନା ଖାନ୍‌

ଭୁବନେଶ୍ୱର: ସସ୍ମିତ ପାତ୍ରଙ୍କୁ କଡା ସମାଲୋଚନା କଲେ ସାଂସଦ ମୁନା ଖାନ । କହିଲେ ଦଳରେ ଦୋ ମୁହାଁ ନୀତି ଚଳିବ ନାହିଁ । ଯାହାର ଯିବାର ଅଛି ପଳାନ୍ତୁ ବିଜେପିକୁ , ଦୋମୁହାଁ ନୀତି ଚଳିବ ନାହିଁ । ମୁଁ ସିଧା ଯାଇ ଦଳର ସଭାପତି  ନବୀନ ବାବୁଙ୍କୁ  ସବୁ ଜଣାଇବି । ସଂସଦୀୟ ବୋର୍ଡ ବୈଠକରେ ବିଲକୁ ବିରୋଧ ନିଶ୍ପତ୍ତି ହୋଇଥିଲା । ବିଲ ବିରୋଧରେ ଭୋଟ ପାଇଁ ନବୀନ ବାବୁ ସ୍ପଷ୍ଟ ଭାବରେ କହିଥିଲେ । ଇଫତାର ପାର୍ଟିରେ ବି ନବୀନ ବାବୁ ଏନେଇ ସ୍ପଷ୍ଟ କରିଥିଲେ ।  ସସ୍ମିତ କାହିଁକି ଟ୍ୱିଟ କରି ବିବେକାନୁମୋଦିତ ଭୋଟ  ପାଇଁ  କହିଲେ ଜାଣିନି । ମୁଁ ତାଙ୍କୁ ଫୋନ କରି ପଚାରିବାକୁ ଚାହୁଁଛି , ଫୋନ ଉଠାଇଲେନି । ସସ୍ମିତପାତ୍ରଙ୍କ କାଯ୍ୟ ସଂଖ୍ୟାଲଘୁ ଭାଇମାନଙ୍କୁ କଷ୍ଟ ଦେଇଛି ।  ବିଜେଡି ଧର୍ମ ନିରପେକ୍ଷ ଦଳ , ସଂଖ୍ୟାଲଘୁଙ୍କ ସହ ଦଳ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking